
ଭୁବନେଶ୍ୱର- ବଅଁରପାଳରେ ଶ୍ରୀ ଦୁର୍ଗାମାଧବ ମନ୍ଦିରରେ ଦର୍ଶକ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ତଳମୂଳ ସ୍ଥିତ ଶ୍ରୀ ଶ୍ରୀ ଦୁର୍ଗା ମାଧବ ମନ୍ଦିରରେ ଦର୍ଶନ କରିବା ମୋର ସୌଭାଗ୍ୟ । ମା’ଙ୍କ ପାଖରେ ଜଗତର ମଙ୍ଗଳ କାମନା କରୁଛି ।