
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେମନ୍ଦ୍ର ମୋଦି ରବିବାର ନିଜ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତରେ ଇସ୍ରୋର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ,
ଗତମାସରେଦେଶଇସ୍ରୋର୧୦୦ତମରକେଟ୍ପ୍ରେରଣରସାକ୍ଷୀହେଲା।ଏହାକେବଳଏକସଂଖ୍ୟାନୁହେଁ, ବରଂଏଥିରୁମହାକାଶବିଜ୍ଞାନରେଆମରନିତ୍ୟନୂତନଶିଖରସ୍ପର୍ଶକରିବାରସଂକଳ୍ପବିଷୟରେମଧ୍ୟସୂଚନାମିଳୁଛି।ଆମରମହାକାଶଯାତ୍ରାରଶୁଭାରମ୍ଭଅତିସାଧାରଣଭାବେହୋଇଥିଲା।ଏଥିରେପ୍ରତିପଦକ୍ଷେପରେଆହ୍ୱାନଥିଲା, କିନ୍ତୁଆମବୈଜ୍ଞାନିକମାନେବିଜୟଲାଭକରିଆଗକୁଆଗକୁବଢ଼ିଚାଲିଲେ।ସମୟସହିତମହାକାଶରଏହିଯାତ୍ରାରେଆମସଫଳତାରତାଲିକାଲମ୍ବାହୋଇଚାଲିଲା।ଲଞ୍ଚଭେଇକିଲ୍ନିର୍ମାଣହେଉ, ଚନ୍ଦ୍ରଯାନରସଫଳତାହେଉ, ମଙ୍ଗଳଯାନହେଉ, ଆଦିତ୍ୟଏଲ୍- ୱାନ୍କିମ୍ବାଗୋଟିଏରକେଟରେଏକାଥରରେ୧୦୪ଟିଉପଗ୍ରହପ୍ରେରଣରଅଭୂତପୂର୍ବଅଭିଯାନହେଉ – ଇସ୍ରୋରସଫଳତାରପରିସରବିଶାଳହୋଇଛି।ଗତ୧୦ବର୍ଷରେହିଁପ୍ରାୟଃ୪୬୦ଟିଉପଗ୍ରହଲଞ୍ଚ୍କରାଯାଇଛିଏବଂଏଥିରେଅନ୍ୟଦେଶମାନଙ୍କରମଧ୍ୟଅନେକଉପଗ୍ରହରହିଛି।ଗୋଟିଏବଡ଼କଥାହେଉଛିଯେ, ଆମମହାକାଶବିଜ୍ଞାନୀମାନଙ୍କଦଳରେନାରୀଶକ୍ତିରଅଂଶଗ୍ରହଣକ୍ରମାଗତଭାବେବୃଦ୍ଧିପାଉଛି।ଏହାଦେଖିମଧ୍ୟମୋତେବହୁତଖୁସିଲାଗୁଛିଯେ, ଆଜିମହାକାଶକ୍ଷେତ୍ରଆମଯୁବବର୍ଗଙ୍କରପ୍ରିୟହୋଇଯାଇଛି।କିଛିବର୍ଷପୂର୍ବେଏକଥାକିଏବାଚିନ୍ତାକରିଥିବଯେ, ଏହିକ୍ଷେତ୍ରରେଷ୍ଟାର୍ଟ-ଅପ୍ଏବଂଘରୋଇକମ୍ପାନୀଗୁଡ଼ିକରସଂଖ୍ୟାଶହଶହହୋଇଯିବ।ଆମରଯେଉଁଯୁବକ-ଯୁବତୀଜୀବନରେକିଛିରୋମାଂଚକରଏବଂଉତ୍ସାହଜନକକାର୍ଯ୍ୟକରିବାକୁଚାହୁଁଛନ୍ତି, ସେମାନଙ୍କପାଇଁଏହିମହାକାଶକ୍ଷେତ୍ରଗୋଟିଏସୁନ୍ଦରବିକଳ୍ପହେବାକୁଯାଉଛି।ଆଗାମୀକିଛିଦିନମଧ୍ୟରେଆମେଜାତୀୟବିଜ୍ଞାନଦିବସପାଳନକରିବାକୁଯାଉଛୁ।ଆମପିଲାମାନଙ୍କର, ଯୁବବର୍ଗଙ୍କବିଜ୍ଞାନରେଗଭୀରରୁଚିରହିଥିବାକଥାବେଶଗୁରୁତ୍ୱପୂର୍ଣ୍ଣ।ଏହାକୁନେଇମୋପାଖରେଗୋଟିଏଆଇଡିଆରହିଛି, ଯାହାକୁଆପଣ “ ୱାନ ଡେ ଆଜ୍ ଏ ସାଇଂଟିଷ୍ଟ” ବୋଲିକହିପାରନ୍ତି।ଅର୍ଥାତ୍, ଆପଣନିଜରଗୋଟିଏଦିନବୈଜ୍ଞାନିକରୂପେଅତିବାହିତକରିଦେଖନ୍ତୁ।ଆପଣନିଜସୁବିଧାଅନୁସାରେ, ନିଜଇଚ୍ଛାଅନୁସାରେଯେକୌଣସିଦିନଟିକୁଚୟନକରନ୍ତୁ।ସେଦିନଆପଣକୌଣସିଗବେଷଣାଗାର, ପ୍ଲାନେଟୋରିୟମ୍କିମ୍ବାମହାକାଶକେନ୍ଦ୍ରଭଳିସ୍ଥାନକୁନିଶ୍ଚୟଯାଆନ୍ତୁ।ଏହାଦ୍ୱାରାବିଜ୍ଞାନକୁନେଇଆପଣଙ୍କମନରେଜିଜ୍ଞାସାଆହୁରିବୃଦ୍ଧିପାଇବ।