
ନୂଆଦିଲ୍ଲୀ– ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତରେ ନାରୀ ଶକ୍ତିକୁ ସମ୍ମାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ମୋଦି କହିଛନ୍ତି ଯେ, ଆସନ୍ତାମାର୍ଚ୍ଚମାସ୮ତାରିଖହେଉଛିଆନ୍ତର୍ଜାତିକମହିଳାଦିବସ।ଏହାଆମରନାରୀଶକ୍ତିକୁସମ୍ମାନଜଣାଇବାରଗୋଟିଏବିଶେଷଅବସର।ଦେବୀମହାତ୍ମ୍ୟରେକୁହାଯାଇଛି –
ବିଦ୍ୟାଃସମସ୍ତାଃତବଦେବୀଭେଦାଃ
ସ୍ତ୍ରୀୟଃସମସ୍ତାସକଲାଜଗତ୍ସୁ।
ଅର୍ଥାତ୍ସମସ୍ତବିଦ୍ୟା, ଦେବୀଙ୍କରହିଁଭିନ୍ନଭିନ୍ନସ୍ୱରୁପରପରିପ୍ରକାଶଏବଂଜଗତରସମସ୍ତନାରୀ–ଶକ୍ତିରେମଧ୍ୟତାଙ୍କରିପ୍ରତିରୂପରହିଛି।ଆମସଂସ୍କୃତିରେକନ୍ୟାମାନଙ୍କସମ୍ମାନସର୍ବୋପରି।ଦେଶରମାତୃଶକ୍ତିଆମରସ୍ୱାଧୀନତାସଂଗ୍ରାମରେଏବଂସମ୍ବିଧାନନିର୍ମାଣରେମଧ୍ୟଗୁରୁତ୍ୱପୂର୍ଣ୍ଣଭୂମିକାଗ୍ରହଣକରିଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀସମ୍ବିଧାନସଭାରେଆମରଜାତୀୟପତାକାଉପସ୍ଥାପନକରିହଂସାମେହେତାଜୀଯାହାକହିଥିଲେ, ତାଙ୍କରିସ୍ୱରରେଏକ ଅଡିଓଶେୟାରକରିଥିଲେ ପିଏମ ମୋଦି।
ପିଏମ ମୋଦି କହିଛନ୍ତି ଯେ, ହଂସାମେହେତାଆମଜାତୀୟପତାକାନିର୍ମାଣଠାରୁଆରମ୍ଭକରିଏହାପାଇଁବଳିଦାନଦେଇଥିବାଦେଶରସମସ୍ତମହିଳାମାନଙ୍କଅବଦାନକୁଉପସ୍ଥାପିତକରିଥିଲେ।ସେକହିଥିଲେଯେ, ଆମତ୍ରିରଙ୍ଗାରେରହିଥିବାଗେରୁଆରଙ୍ଗଯୋଗୁଁଏହିଭାବନାଜାଗ୍ରତହେଉଛି।ଆମନାରୀଶକ୍ତିଭାରତକୁସଶକ୍ତଏବଂସମୃଦ୍ଧକରିବାରେନିଜରବହୁମୂଲ୍ୟଯୋଗଦାନଦେବବୋଲିତାଙ୍କରବିଶ୍ୱାସରହିଥିଲା।ଆଜିତାଙ୍କକଥାସତ୍ୟପ୍ରମାଣିତହେଉଛି।ଯେକୌଣସିକ୍ଷେତ୍ରକୁଦେଖିଲେସେଥିରେମହିଳାମାନଙ୍କବ୍ୟାପକଅବଦାନଆପଣଙ୍କଦୃଷ୍ଟିଗୋଚରହେବ।ଏଥରମହିଳାଦିବସରେମୁଁଏଭଳିକିଛିଆରମ୍ଭକରିବାକୁଯାଉଛି, ଯାହାଆମନାରୀଶକ୍ତିପ୍ରତିସମର୍ପିତହେବ।ଏହିବିଶେଷଅବସରରେମୁଁମୋରସୋସିଆଲ ମିଡିଆ ଆକାଉଂଟ, ଯେମିତିକିଏକ୍ସ, ଇନଷ୍ଟାଗ୍ରାମକୁଦିନକପାଇଁକିଛିପ୍ରେରଣାଦାୟୀମହିଳାମାନଙ୍କୁସମର୍ପିତକରିବାକୁଯାଉଛି।ଏଭଳିମହିଳା, ଯେଉଁମାନେଭିନ୍ନଭିନ୍ନକ୍ଷେତ୍ରରେଉପଲବ୍ଧିହାସଲକରିଛନ୍ତି, ଇନୋଭେସନକରିଛନ୍ତି, ବିଭିନ୍ନକ୍ଷେତ୍ରରେନିଜରସ୍ୱତନ୍ତ୍ରପରିଚୟସୃଷ୍ଟିକରିଛନ୍ତି।ମାର୍ଚ୍ଚ୮ତାରିଖଦିନସେମାନେନିଜକାର୍ଯ୍ୟଏବଂଅନୁଭୂତିକୁଦେଶବାସୀଙ୍କସହବାଣ୍ଟିବେ।ଏହାପଛେମୋପ୍ଲାଟଫର୍ମହୋଇଥାଉ, କିନ୍ତୁସେଠାରେତାଙ୍କଅଭିଜ୍ଞତା, ତାଙ୍କଆହ୍ୱାନଏବଂଉପଲବ୍ଧିସମ୍ପର୍କରେଆଲୋଚନାହେବ।ଯଦିଆପଣଚାହୁଁଛନ୍ତିଯେ, ଆପଣଙ୍କୁଏହିସୁଯୋଗମିଳୁ, ତାହେଲେନମୋଆପରେସୃଷ୍ଟିକରାଯାଇଥିବାବିଶେଷଫୋରମ୍ମାଧ୍ୟମରେଏହିପ୍ରୟୋଗରଅଂଶୀଦାରହୁଅନ୍ତୁଏବଂମୋଏକ୍ସଓଇନଷ୍ଟାଗ୍ରାମ୍ଆକାଉଣ୍ଟମାଧ୍ୟମରେନିଜକଥାସାରାବିଶ୍ୱଆଗରେଉପସ୍ଥାପିତକରନ୍ତୁ, ତେବେଆସନ୍ତୁ, ଏଥରମହିଳାଦିବସରେଆମେସମସ୍ତେମିଶିଅଦମ୍ୟନାରୀଶକ୍ତିକୁସେଲିବ୍ରେଟ୍କରିବା, ସମ୍ମାନଜଣାଇବା, ପ୍ରଣାମକରିବା।