
ନୂଆଦିଲ୍ଲୀ- ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତରେ ଏକଜାମ୍ ୱାରିୟରମାନଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ କହିଛନ୍ତି ଯେ, ବର୍ତ୍ତମାନବୋର୍ଡପରୀକ୍ଷାରସମୟ।ମୁଁମୋରଯୁବବନ୍ଧୁମାନଙ୍କୁଅର୍ଥାତ୍ଏକଜାମ ୱାରିୟରମାନଙ୍କୁତାଙ୍କରପରୀକ୍ଷାପାଇଁବହୁତବହୁତଶୁଭକାମନାଜଣାଉଛି।ଆପଣକୌଣସିଚାପନନେଇସକାରାତ୍ମକମନୋବୃତ୍ତିସହିତପରୀକ୍ଷାଦିଅନ୍ତୁ।ପ୍ରତିବର୍ଷ ‘ପରୀକ୍ଷାପେଚର୍ଚ୍ଚା’ କାର୍ଯ୍ୟକ୍ରମରେମୁଁଆମରଏକଜାମ ୱାରିୟରମାନଙ୍କସହିତପରୀକ୍ଷାସମ୍ବନ୍ଧିତଭିନ୍ନଭିନ୍ନବିଷୟରେକଥାହୁଏ।ମୁଁବହୁତଖୁସିଯେଏବେଏହିକାର୍ଯ୍ୟକ୍ରମଏକସଂସ୍ଥାଗତରୂପନେବାକୁଯାଉଛି, ଇନଷ୍ଟିଚ୍ୟୁସନାଲାଇଜହେଉଛି।ଏହାସହିତନୂଆନୂଆବିଶେଷଜ୍ଞମାନେମଧ୍ୟଯୋଗଦେବାରେଲାଗିଛନ୍ତି।ଏହିବର୍ଷଆମେଗୋଟିଏନୂଆଫର୍ମାଟରେ ‘ପରୀକ୍ଷାପେଚର୍ଚ୍ଚା’ କରିବାରପ୍ରୟାସକଲୁ।ବିଶେଷଜ୍ଞମାନଙ୍କସହିତ୮ଟିଅଲଗାଅଲଗାଅଧ୍ୟାୟମଧ୍ୟସାମିଲକରାଗଲା।ଆମେମୋଟାମୋଟିପରୀକ୍ଷାଠାରୁଆରମ୍ଭକରିସ୍ୱାସ୍ଥ୍ୟସେବାଏବଂମାନସିକସ୍ୱାସ୍ଥ୍ୟସହିତଖାଦ୍ୟପେୟଭଳିବିଷୟରେମଧ୍ୟଚର୍ଚ୍ଚାକଲୁ।ଗତବର୍ଷଟପରମାନେମଧ୍ୟନିଜନିଜରବିଚାରଏବଂଅନୁଭୂତିସମସ୍ତଙ୍କସହିତବାଣ୍ଟିଥିଲେ।ଅନେକଯୁବକତାଙ୍କରବାପା-ମାଆଏବଂଶିକ୍ଷକମାନେମଧ୍ୟଏବିଷୟରେମୋତେପତ୍ରଲେଖିଛନ୍ତି।ସେମାନେକହିଛନ୍ତିଯେ, ଏହିଫର୍ମାଟସେମାନଙ୍କୁବହୁତଭଲଲାଗିଲା, କାରଣଏଥିରେସବୁବିଷୟରେବିସ୍ତୃତଭାବରେଚର୍ଚ୍ଚାକରାଗଲା।ଇନଷ୍ଟାଗ୍ରାମରେମଧ୍ୟଆମରଯୁବବନ୍ଧୁମାନେଏହିଅଧ୍ୟାୟଗୁଡ଼ିକୁବହୁସଂଖ୍ୟାରେଦେଖିଛନ୍ତି।ଏହିକାର୍ଯ୍ୟକ୍ରମନୂଆଦିଲ୍ଲୀରସୁନ୍ଦରନର୍ସରୀରେଆୟୋଜିତହେବାଆପଣମାନଙ୍କମଧ୍ୟରୁଅନେକଲୋକଙ୍କୁବହୁତପସନ୍ଦହୋଇଛି।ମୋରଯେଉଁଯୁବବନ୍ଧୁମାନେ ‘ପରୀକ୍ଷାପେଚର୍ଚ୍ଚା’ରଏହିଅଧ୍ୟାୟଗୁଡ଼ିକୁଏଯାଏଁଦେଖିପାରିନାହାନ୍ତିସେମାନେଏହାକୁନିଶ୍ଚିତଦେଖନ୍ତୁ।