
ଜଗନ୍ନାଥ ପ୍ରସାଦ- ବ୍ଲକର ସମସ୍ତ ଶିକ୍ଷାଅନୁଷ୍ଠାନ ମାନଙ୍କରେ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପରମ୍ପରା ଏବଂ ଵିଧି ବିଧାନ ସହ ପାଳନ କରାଯାଏ. ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ନାମରେ ପ୍ରସିଦ୍ଧ ଏଇଦିନରେ ବିଦ୍ୟାଦାଇନି ବୀଣା ପୁସ୍ତକ ଧାରିଣୀ ବିଜେକରି ମା ଅଭୟ ବର ପ୍ରଦାନ କରନ୍ତି, ଏଇ ଅବସରରେ ଶିକ୍ଷାଅନୁଷ୍ଠାନମାନ ଧୁମ ଧାମ ରେ ମା ଙ୍କର ପୂଜା କରାଯାଏ, ଏଇ ଦିନରେ ସମସ୍ତ ଶୁଭକାମ କରାଯାଏ.ପିଲାମାନେ ନୂଆ ଡ୍ରେସ ପିନ୍ଧି ମା ଙ୍କର ପୂଜା କୁ ଯାନ୍ତି