
ନୂଆଦିଲ୍ଲୀ– ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, 2019 ପୁଲୱାମାରେ ଆମେ ହରାଇଥିବା ବୀରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରୁଛି । ଆଗାମୀ ପିଢି ସେମାନଙ୍କ ବଳିଦାନ ଓ ଦେଶ ପ୍ରତି ନିଷ୍ଠାକୁ କେବେ ଭୁଲି ପାରିବେ ନାହିଁ ।