
ଗଂଜାମ,ପର୍ଯ୍ୟଟନ କ୍ଷେତ୍ରରେ ଗଂଜାମ ଜିଲ୍ଲାକୁ ପୁଣିଏକ ସଫଳତା ମିଳିଛି। ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ସୁନାପୁର ବେଳଭୂମିକୁ ଦ୍ୱିତୀୟଥର ପାଇଁ ବ୍ଳୂଫାଗ ମାନ୍ୟତା ମିଳିଛି।2024-2025ବର୍ଷ ପାଇଁ ଏହି ମାନ୍ୟତା ମିଳିଥିବା ବ୍ରହ୍ମପୁର ଡିଏଫଓ ସନି ଖୋଖର ଏହି ସୂଚନା ଦେଇଛନ୍ତି ।ଏହାପୂର୍ବରୁ 2023-2024ବର୍ଷ ପାଇଁ ସୁନାପୁର ବେଳାଭୂମିକୁ ବ୍ଳୁଫ୍ଳାଗ ମାନ୍ୟତା ମଧ୍ୟ ମିଳିଥିଲା ।