![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର– ଭିଜିଲାନ୍ସ ଜାଲରେ ଏଡିଇଓ । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ବାଟସାନ ଗ୍ରାମପଂଚାୟତ ଆକାଉଟାଂଟ କମ୍ ଡାଟା ଏଂଟ୍ରତ ଅପରେଟର ଏସ. ପାର୍ଥସାରଥୀ ବିଷୋଇଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏହି ରେଡରେ 2ଜଣ ଅତିରିକ୍ତ ଏସପି, 4ଜଣ ଡିଏସପି, 6ଜଣ ଇନସପେକ୍ଟର, 6ଜଣ ଏଏସଆଇ ଓ ଅନ୍ୟ ସହଯୋଗୀ ଷ୍ଟାଫ୍ ସାମିଲ ହୋଇଛନ୍ତି । କୋରାପୁଟର ତାଙ୍କର 7ଟି ଠିକଣାରେ ଭିଜିଲାନ୍ସ ଚଢାଉ କରିଛି ।