![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର– ଖୁବ ଶୀଘ୍ର ଅଯୋଧ୍ୟାକୁ ଗଡିବ ବସ । ଓଏସଆରଟିସି ପକ୍ଷରୁ ରାଜ୍ୟ ସରକାରଙ୍କ ସହ ବିଚାର ବିମର୍ଶ ଚାଲିଛି। ମହାକୁମ୍ଭ ସରିବା ପରେ ଅଯୋଧ୍ୟାକୁ ଚାଲିପାରେ ଓଏସଆରଟିସି ପକ୍ଷରୁ ବସ୍। ତେବେ ବସ୍ ନିୟମିତ ଚାଲିବ କି ସାପ୍ତାହିକ ଏ ନେଇ ନିଷ୍ପତି ନେବେ ରାଜ୍ୟ ସରକାର। ମହାକୁମ୍ଭ ପରେ ଅନେକ ଲୋକଙ୍କର ଦାବି ରହୁଛି ନିୟମିତ ବସ୍ ଚଳାଚଳ ପାଇଁ। ତେଣୁ ତାକୁ ନେଇ ବିଚାର ବିମର୍ଶ ଚାଲିଛି ବୋଲି ଓଏସଆରସିଟିର ଜିଏମ ଲକ୍ଷ୍ମୀକାନ୍ତ ସେଠି କହିଛନ୍ତି ।