ଭୁବନେଶ୍ୱର– ଆଜି ତୋଷାଳି ଭବନ ପରିସରଠାରୁ “ସୁଗମ୍ୟ ଯାତ୍ରା”ର ଶୁଭାରମ୍ଭ କରାଯିବ । ଏହି ସୁଗମ୍ୟ ଯାତ୍ରାକୁ ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିତ୍ୟାନନ୍ଦ ଗଣ୍ଡ ଉଦଘାଟନ କରିବେ ।
Related Stories
February 7, 2025