ନୂଆଦିଲ୍ଲୀ– ପ୍ରଥମ ଥର ଭୋଟରଙ୍କୁ ନିଶ୍ଚିତ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ପିଏମ ମୋଦି । ଏକ୍ସ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆଜି ସମସ୍ତ ସିଟ ପାଇଁ ଭୋଟ ଗ୍ରହଣ ହେଉଛି । ଏଠାକାର ଭୋଟରଙ୍କୁ ଭୋର ନିବେଦନ ଯେ, ଗଣତନ୍ତ୍ରର ଏହି ଉତ୍ସବରେ ପୂରା ଉତ୍ସାହର ସହ ଭାଗ ନିଅନ୍ତୁ ଏବଂ ନିଜ ମୂଲ୍ୟବାନ ଭୋଟ ନିଶ୍ଚିତ ଦିଅନ୍ତୁ । ଏହି ଅବସରରେ ପ୍ରଥମ ଥର ଭୋଟର ଓ ସମସ୍ତ ଯୁବ ସାଥୀଙ୍କୁ ମୋର ବିଶେଷ ଶୁଭକାମନା । ମନେ ରଖନ୍ତୁ ପ୍ରଥମେ ମତଦାନ, ପରେ ଜଳପାନ ।
Related Stories
February 5, 2025