ନୂଆଦିଲ୍ଲୀ– ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଦିଲ୍ଲୀବାସୀଙ୍କୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀର ସମସ୍ତ ଭୋଟରଙ୍କୁ ବିନମ୍ର ଅନୁରୋଧ ଯେ, ସମସ୍ତୋ ଗଣତନ୍ତ୍ରର ମହାପର୍ବରେ ରେକର୍ଡ ସଂଖ୍ୟାରେ ନିଜ ଭାଗିଦାରୀ ସୁନିଶ୍ଚିତ କରନ୍ତୁ ଏବଂ ମତଦାନ ନିଶ୍ଚିନ୍ତ କରନ୍ତୁ । ଆପଣଙ୍କ ଗୋଟିଏ ଭୋଟ ଦିଲ୍ଲୀକୁ ସଶକ୍ତ ଓ ସମୃଦ୍ଧ କରିବ । ଧ୍ୟାନ ରଖନ୍ତୁ-ପ୍ରଥମେ ମତଦାନ ପରେ ଜଳପାନ ।
Related Stories
February 5, 2025