ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁନାମଧନ୍ୟ ଗୀତିକାର ସଂଗ୍ରାମ ମହାନ୍ତିଙ୍କ ପରଲୋକ ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଓଡ଼ିଆ ସିନେମା ଜଗତର ସୁନାମଧନ୍ୟ ଗୀତିକାର ସଂଗ୍ରାମ ମହାନ୍ତିଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଜଣେ ମହାନ କଳାକାର ଏବଂ ସରଳ ବ୍ୟକ୍ତିତ୍ବ ଭାବେ ସେ ଥିଲେ ସୁପରିଚିତ। ମହାପ୍ରଭୁଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି।
Related Stories
February 5, 2025
February 5, 2025