ଭୁବନେଶ୍ୱର– ବାରବାଟୀ ମ୍ୟାଚ ପାଇଁ ଆରମ୍ଭ ହେଲା ଟିକେଟ ବିକ୍ରି । ଦୀର୍ଘ ସମୟ ଧରି ଲାଇନରେ ଠିଆ ହୋଇଥିବା ଦର୍ଶକ କିଣିଲେ ଟିକେଟ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଗତକାଲି ରାତିରୁ ଲାଇନରେ ଠିଆ ହୋଇଥିବା ଦର୍ଶକ କିଣିଲେ ଫେବୃଆରୀ 9 ତାରିଖରେ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ମ୍ୟାଚର ଟିକେଟ । ଟିକେଟ କିଣିବା ବେଳେ ଭାରୀ ଭୀଡ ଦେଖିବାକୁ ମିଳିଛି ।
Related Stories
February 5, 2025
February 5, 2025