ଭୁବନେଶ୍ୱର,ଗତ ୨୦୨୩ ଜୁନ ମାସ ୨୮ ତାରିଖରୁ କାର୍ଯ୍ୟକାରି ହେଉଥିବା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ୨୦୨୩ ( ୨୦୨୩ ଓଡିଶା ଅଧିନିୟମ ୭ ) ସମ୍ପର୍କରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ ସ୍ପଷ୍ଟୀକରଣ ପ୍ରକାଶ ପାଇଛି
ବର୍ତମାନର ଅଧିନିୟମ ସତ୍ୱେ ଯେଉଁ ସବୁ ଆପାର୍ଟମେଣ୍ଟ ଗୁଡିକ ୨୦୧୭ ଫେବୃଆରୀ ୨୫ ପୂର୍ବରୁ ସମ୍ପୂର୍ଣ ହୋଇଛି ସେହି ସବୁ ଆପାର୍ଟମେଣ୍ଟ ଗୁଡିକ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ସତ୍ୱେ ପଞ୍ଜିକରଣ ( ରେଜିଷ୍ଟ୍ରସନ ) କରାଯାଇପାରିବ , ଏ ନେଇ ଗୃହ ଓ ନଗର ଉନୟନ ବିଭାଗ ତରଫରୁ ରାଜ୍ୟ ରାଜସ୍ବ ଓ ବିପର୍ଜୟ ପରିଚାଳନା ବିଭାଗକୁ ଅନୁରୋଧ କରାଯାଇଛି
ଏ ନେଇ ଆଜି ଗୃହ ଓ ନଗର ଉନୟନ ବିଭାଗ ତରଫରୁ ବିଜ୍ଞ ପ୍ରକାଶ ପାଇଛି
ଅପିଲ ଫଇସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାଇତ୍ୱ ଦିଆଯାଇଛି
ବିଡିଏ ଏବଂ ବିଏମସିରେ ଓଡିଶା ଡେଭେଲପମେଣ୍ଟ ଅଥରିଟି ୧୯୮୨ କାର୍ଯ୍ୟ କାରିତା ନେଇ ବିଭିନ୍ନ ସମୟରେ ଜାରି କରାଯାଇଥିବା ଆଦେଶନାମା ବିରୁଦ୍ଧରେ ପଡିରହିଥିବା ଅପିଲ ଗୁଡିକର ତୁରନ୍ତ ଫଇସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାଇତ୍ୱ ଦିଆଯାଇଛି
ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଡି ରହିଥିବା ପ୍ରାୟ ୭୦୦ ରୁ ଅଧିକ ଅପିଲ ମାମଲାର ଯଥାଶୀଘ୍ର ଫଇସଲା ଉଏବ ଜରୁରୀ
ଦାଇତ୍ୱ ପ୍ରଦାନ କରାଯାଇଥିବା ଅଧିକାରୀ ମାନେ ଯଥାଶୀଘ୍ର ପଡି ରହିଥିଵା ଅପିଲ ମାମଲା ଗୁଡିକୁ ଫଇସଲା କରିବାକୁ ନିର୍ଦେଶ ଦିଆଯାଇଛି
୧ ଲକ୍ଷ କୋଟି ଟଙ୍କାର ସହରାଞ୍ଚଳ ଚ୍ୟାଲେଞ୍ଜ ପାଣ୍ଠି
ସହରଗୁଡ଼ିକୁ ବିକାଶର କେନ୍ଦ୍ର ଭାବରେ ପରିଣତ କରିବା, ସହରଗୁଡ଼ିକର ସୃଜନଶୀଳ ପୁନଃବିକାଶ ଏବଂ ଜଳ ଏବଂ ପରିମଳ ଉଦ୍ଦେଶ୍ୟ ପାଇଁ ଲକ୍ଷ୍ୟ ରଖାଯାଇଛି।
ସହରାଞ୍ଚଳ ଚ୍ୟାଲେଞ୍ଜ ପାଣ୍ଠି ବ୍ୟାଙ୍କଯୋଗ୍ୟ ପ୍ରକଳ୍ପଗୁଡ଼ିକର ମୂଲ୍ୟର ୨୫ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବ, ଏହି ସର୍ତ୍ତ ଅନୁଯାୟୀ ଖର୍ଚ୍ଚର ଅତି କମରେ ୫୦ ପ୍ରତିଶତ ବଣ୍ଡ, ବ୍ୟାଙ୍କ ଋଣ ଏବଂ ପିପିପିରୁ ପାଣ୍ଠି ଯୋଗାଇ ଦିଆଯିବ ଏବଂ ୨୦୨୫-୨୬ରେ ୧୦୦୦୦ କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବିତ।
ସହରାଞ୍ଚଳ କ୍ଷେତ୍ର ସଂସ୍କାର
ଶାସନ ପୌର ସେବା, ସହରାଞ୍ଚଳ ଜମି ଏବଂ ଯୋଜନା ସହିତ ଜଡିତ ସହରାଞ୍ଚଳ କ୍ଷେତ୍ର ସଂସ୍କାରକୁ ପ୍ରୋତ୍ସାହିତ କରାଯିବ।
ସହରାଞ୍ଚଳ ଜୀବିକାକୁ ସୁଦୃଢ଼ କରିବା
ସହରାଞ୍ଚଳ ଶ୍ରମିକଙ୍କ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରାଯିବ ଯାହା ଦ୍ୱାରା ସେମାନଙ୍କର ଆୟ ବୃଦ୍ଧି ପାଇ ସ୍ଥାୟୀ ଜୀବିକା ଏବଂ ଉନ୍ନତ ଗୁଣବତ୍ତା ଜୀବନଯାପନ ହୋଇପାରିବ।
ଙଖ ଜଟଆଗଷଯଶଷ
ଏହି ଯୋଜନାକୁ ବ୍ୟାଙ୍କରୁ ବର୍ଦ୍ଧିତ ଋଣ, ୩୦,୦୦୦ ଟଙ୍କା ସହିତ ୟୁପିଆଇ ଲିଙ୍କ୍ଡ୍ କ୍ରେଡିଟ୍ କାର୍ଡ ସହିତ ପୁନଃନିର୍ମାଣ କରାଯିବ
ସୀମା ଏବଂ କ୍ଷମତା ନିର୍ମାଣ ସହାୟତା