ଭୁବନେଶ୍ୱର– ରାଜ୍ୟପାଳ ଡ. ହରିବାବୁ କୁମ୍ଭମପଟି ଭାରତୀୟ ତଟରକ୍ଷକ ଦିବସର ସ୍ଥାପନା ଦିବସ ଅବସରରେ ସାହସୀ ଜବାନ ଓ ସେମାନଙ୍କର ପରିବାରବର୍ଗଙ୍କୁ ଶୁଭକାମନା ଓ ଅଭିନନ୍ଦନ ଜଣାଇଛନ୍ତି ।ଆମର ସାମୁଦ୍ରିକ ସୀମାକୁ ରକ୍ଷା କରିବା ଓ ଆମର ସମୁଦ୍ରର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ତାଙ୍କର ସମର୍ପଣକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି ।
Related Stories
February 1, 2025