ଭୁବନେଶ୍ୱର– ଆଜି ଆଗତ ବଜେଟରେ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଆୟକର ଛାଡ ପାଇଁ କରାଯାଇଥିବା ଘୋଷଣା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପୋଷ୍ଟରେ ଏହି ପଦକ୍ଷେପକୁ ଦୂରଦର୍ଶୀ ବୋଲି ପ୍ରଶଂସା କରିବା ସହ ଏହା ଦ୍ୱାରା ନାଗରିକ ମାନେ ଶକ୍ତି ଶାଳୀ ହେବା ସହ ଜାତୀୟ ଅର୍ଥନୀତିକୁ ମଧ୍ୟ ମଜବୁତ କରିବ ବୋଲି ଲେଖିଛନ୍ତି ।
Related Stories
February 1, 2025