ନୂଆଦିଲ୍ଲୀ- ଭାରତୀୟ ବିଦେଶ ସେବାର 2002 ବ୍ୟାଚର ଅଧିକାରୀ ଜିତେନ୍ଦ୍ର ପାଲ ସିଂହଙ୍କୁ ଇସ୍ରାଏଲରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି । ସେ ବର୍ତ୍ତମାନ ବୈଦେଶିକ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଅଛନ୍ତି । ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଏବେ ତାଙ୍କଠୁ ଅପେକ୍ଷା ରହିଛି ଯେ ସେ ଯାଇକରି କାର୍ଯ୍ୟଭାର ଗ୍ରହଣ କରିବେ ।
Related Stories
January 21, 2025