ଭୁବନେଶ୍ୱର– ଓଡିଶା ଛତିଶଗଡ ସୀମାରେ ମାଓ ଏନକାଉଣ୍ଟର ଘଟଣା । 16 ମୃତ ମାଓବାଦୀଙ୍କ ଭିତରୁ 11 ଜଣଙ୍କ ପରିଚୟ ମିଳିଛି । 3 ମୃତ ମାଓବାଦୀ ଓଡିଶାର ବୋଲି ଜଣାପଡିଛି । ଦୁଇ ଜଣ ମାଓବାଦୀ କଳାହାଣ୍ଡିର । ତାଙ୍କ ନାଁ ଶଙ୍କର ଓ ଜୈନି । କଟକ ନିଆଳି ଅଂଚଳର ଜଣେ ମାଓବାଦୀ ନିହତ । ତାର ନାଁ ଆଲୋକ ଓରଫ ମୁନା ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO