ଭୁବନେଶ୍ୱର– ଭୁବନେଶ୍ୱର ସାମନ୍ତରପୁର ଛକରୁ ଏଟିଏମ ତାଡି ନେବା ମାମଲାରେ ଭୁବନେଶ୍ୱର ଡିସିପି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏନେଇ ସକାଳୁ ଖବର ହସ୍ତଗତ ହୋଇଛି । ଲୋକାଲ ଦୁର୍ବୃତ୍ତ କି ରାଜ୍ୟ ବାହାର ଗ୍ୟାଙ୍ଗର ହାତ ରହିଛି ଜଣାପଡିନି । ପୋଲିସ ଓ ସାଇଣ୍ଟଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ତଦନ୍ତ ପାଇଁ ଗୋଟେ ସ୍ପେଶାଲ ଟିମ ଗଠନ ହୋଇଛି ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।