ଭୁବନେଶ୍ୱର– ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ । ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବହୁତ ତଥ୍ୟ ସେ ସମୟରେ ଦେଇଥିଲି । ଆଜି ବି ଦେଇଛି। ତାକୁ ଆଇସୋଲେସନରେ ରଖାଯାଇଛି । ବିସ୍ତାର ଭାବେ ଆଗକୁ ଏ ବିଷୟରେ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି ।
Related Stories
January 23, 2025
January 23, 2025