କାଠମାଣ୍ଡୁ -ଭାରତରେ ମହାରାଷ୍ଟ୍ରର ଜଳଗାଓଁରେ ପୁଷ୍ପକ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଚାରିଜଣ ନେପାଳୀ ନାଗରିକ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି।ଚାରିଜଣଙ୍କୁ ଚିହ୍ନଟ କରାଯାଇଛି।
ରେଳ ମନ୍ତ୍ରାଳୟ ନେନଇ ଦିଲ୍ଲୀ ସ୍ଥିତ ନେପାଳୀ ଦୁତାବାସକୁ ଏହି ବିଷୟରେ ସରକାରୀ ସୁଚନା ଦେଇଛନ୍ତି।ଭାରତରେ ନେପାଳର ରାଜଦୁତ ଡା.ଶଙ୍କର ଶର୍ମା କହିଛନ୍ତି ଯେ ମୃତ ନେପାଳୀ ନାଗରିକମାନେ 23 ବର୍ଷୀୟ ଲଚ୍ଛି ରାମ ପାସୀ ,11 ବର୍ଷୀୟ ନନ୍ଦରାମ ବିଶ୍ୱକର୍ମା ,ହିମୁ ବିଶ୍ୱକର୍ମା ଏବଂ 43 ବର୍ଷୀୟ କମଳା ଭଣ୍ଡାରୀ ବୋଲି ଜମାପଡିଛି।ଚାରିଜଣଙ୍କ ମୃତଦେହ ନେପାଳ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।
Related Stories
January 21, 2025