କୋଲକାତା -ଆରଜି କର ହସ୍ପିଟାଲ ମାମଲାରେ ଦୋଷୀ ସଂଞ୍ଜୟ ରାୟଙ୍କୁ ସର୍ବାଧିକ ଦଣ୍ଡ ଦେବା ପାଇଁ ପଶ୍ଚିମବଙ୍ଗ ସରକାରକୋଲକାତା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।ମଙ୍ଗଳବାର ସକାଳେ ଆଡଭୋକେଟ କିଶୋର ଦତ୍ତ ଜଷ୍ଟିସ ଦେବାଂଶୁ ବସାକ ଏବଂ ଜଷ୍ଟିସ ମୋହମ୍ମଦ ଶବ୍ବୀର ରଶୀଦୀଙ୍କ ଡିଭିଜନ ବେଞ୍ଚର ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଥିଲେ।କୋର୍ଟ ମାମଲାର ଶୁଣାଣି ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ସିୟାଲଦହ କୋର୍ଟ ଆଜୀବନ କାରାଦଣ୍ଡର ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଆରଜି କର ମାମଲାରେ ମହିଳା ଡାକ୍ତରଙ୍କ ସହିତ 9 ଅଗଷ୍ଟରେ ହୋଇଥିବା ନିର୍ଦ୍ଦୟତା ଏବଂ ହତ୍ୟାପରେ ମମତା ରାସ୍ତାକୁ ଓହ୍ଲାଇ ଫାସୀ ଦାବି କରିଥିଲେ।
Related Stories
February 1, 2025