ଜମ୍ମୁ– ନିକଟରେ ବରଫପାତ ପରେ ଜମ୍ମୁ କଶ୍ମୀରରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ଅନେକ ଡିଗ୍ରୀ ତଳକୁ ଖସିଛି । ଗତ ଦିନ ତୁଳନାରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ବରଫରେ ଲଦା ପର୍ଯ୍ୟଟନସ୍ଥଳ ଗୁଲମର୍ଗ ଘାଟିର ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି । ଅନ୍ୟପଟେ ଜମ୍ମୁରେ ରବିବାର ତାପମାତ୍ରାରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଛି । ଜମ୍ମୁ କଶ୍ମୀରରେ ଜାନୁୟାରୀ 20-23 ଯାଏ ହାଲୁକା ହିମପାତ ହେବା ଓ ଜାନୁୟାରୀ 24ରୁ ଆଗାମୀ ତିନି ଦିନ ଯାଏ ପାଗ ଶୁଷ୍କ ରହିବ ।
Related Stories
January 19, 2025