ଭୁବନେଶ୍ୱର– ଦୁଇ ଦିନ ଧରି ନିତିକାନ୍ତି ବନ୍ଦ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିବାଦ ଭିତରେ ଠାକୁରଙ୍କ ନିତିକାନ୍ତି ବନ୍ଦ ହେବା ଭୁଲ, ଦେଖିବା ପରେ କଡା କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଲିଙ୍ଗରାଜ ସମସ୍ୟାକୁ ନେଇ ଆଇନ ମନ୍ତ୍ରୀଙ୍କ ଘରେ ଉଚ୍ଚସ୍ତରୀୟ ବୈଠକ ବସିଛି । ବୈଠକରେ ଉପସ୍ଥିତ ଅଛନ୍ତି ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଆଇନ ବିଭାଗ ସଚିବ, ସ୍ଥାନୀୟ ବିଧାୟାକ, ଉଭୟ ନିଯୋଗ ପ୍ରତିନିଧି ।
Related Stories
January 15, 2025