ଭୁବନେଶ୍ୱର– କୁଲେଇ ଗାଁରେ ମହାଯଜ୍ଞରେ ଆଇନ ମନ୍ତ୍ରୀଙ୍କ ଯୋଗଦାନ । ଏକ୍ସ ହ୍ୟାଣ୍ଡେଲରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଫଟୋ ସେୟାର କରି କହିଛନ୍ତି ଯେ, ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ କୁଲେଇ ଗ୍ରାମ ପଂଚାୟତ ଅନ୍ତର୍ଗତ କୁଲେଇ ଗ୍ରାମର ଶ୍ରୀ ଶ୍ରୀ ମହାବୀରଙ୍କ ପୀଠରେ ଆୟୋଜିତ ଅଞ୍ଜନେୟ ବ୍ରତ ଓ ଚ଼ାଲିଶା ମହାଯଜ୍ଞରେ ଯୋଗ ଦେଇ ପ୍ରଭୁଙ୍କ ଆଶିଷ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲି।
Related Stories
January 14, 2025
January 14, 2025