ଭୁବନେଶ୍ୱର– ଆଳୁ ଦର ବୃଦ୍ଧି ନେଇ ପୂର୍ବ ବିଜେଡ଼ି ସରକାରକୁ ଦାୟୀ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଆଳୁ ସମସ୍ୟା 24 ବର୍ଷ ସମସ୍ୟା । ଏହା ଦିନେରେ ଠିକ୍ ହେବ ନାହି । ସମାଧାନ ପାଇଁ ସମୟ ଲାଗିବ । ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।
Related Stories
January 13, 2025
January 13, 2025