ଭୁବନେଶ୍ୱର– ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏକ୍ସ ହ୍ୟାଣ୍ଡେଲରେ ରାଜ୍ୟପାଳ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କରଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆପଣଙ୍କ ନିଷ୍ଠା ଓ ନେତୃତ୍ୱ ଭାରତର ଆନ୍ତର୍ଜାତିକ ଉପସ୍ଥିତିକୁ ଉନ୍ନତ କରିଛି । ମୁଁ ଆପଣଙ୍କର ରାଜନୈତିକ କୌଶଳ ଓ ବିଶ୍ୱ ପରିଦୃଶ୍ୟରେ ଆପଣଙ୍କ ଅଗ୍ରଗତିକୁ ପ୍ରଶଂସା କରୁଛି । ଦେଶ ପାଇଁ ଆପଣଙ୍କ ସେବା ନିମନ୍ତେ ଧନ୍ୟବାଦ । ଆପଣଙ୍କ ଖୁସି, ଉତମ ସ୍ୱାସ୍ଥ୍ୟ ଓ ସଫଳତା କାମନା କରୁଛି ।
Related Stories
January 9, 2025