ଭୁବନେଶ୍ୱର– ପ୍ରବାସୀ ଭାରତୀୟଙ୍କ ପାଇଁ ଏମର୍ଜେନ୍ସିରେ ଚିକିତ୍ସା ଯୋଗାଇବାକୁ ସମସ୍ତ ଭୁବନେଶ୍ୱର ଏବଂ କଟକରେ ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । କୋର୍ଡିନେଟିଙ୍ଗ ଅଫିସର ନିଯୁକ୍ତ ହେବେ । ଜନତା ମୈଦାନ ହେଉ କି ହୋଟେଲ ଯେଉଁଠି ବି କାହାର ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେବ ସଙ୍ଗେ ସଙ୍ଗେ ଚିକିତ୍ସା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରି ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।
Related Stories
January 8, 2025