ନୂଆଦିଲ୍ଲୀ- ଗୁଜରାଟର ପୋରବନ୍ଦରରେ ରବିବାର ଭାରତୀୟ ତଟରକ୍ଷକ ବଳର ଆଡଭାନ୍ସ ଲାଇଟ ହେଲିକପ୍ଟର ଧ୍ରୁବ ନିୟମିତ ପ୍ରଶିକ୍ଷଣ ଉଡାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା 3ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରରେ ଟେକ୍ନିକାଲ ସମସ୍ୟା ଆସିଥିବା ଆଶଙ୍କା କରାଯାଇଛି, ଏହାର ତଦନ୍ତ ପାଇଁ କୋଷ୍ଟ ଗାର୍ଡ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ମାସ ପୂର୍ବରୁ ବି ଆରବ ସାଗରରେ କ୍ରାସ ହୋଇଥିବା ଧ୍ରୁବ ହେଲିକପ୍ଟରର ଯାଂଚ ଇଣ୍ଡିଆନ କୋଷ୍ଟ ଗାର୍ଡର ଟିମ୍ କରୁଛନ୍ତି ।
Related Stories
January 6, 2025