ଭୋପାଳ– ୟୁନିୟନ କାର୍ବାଇଡର 337 ଟନ ଆବର୍ଜନାକୁ ପିଥମପୁରରେ ନଷ୍ଟ କରିବା ବିରୋଧରେ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ ପରେ ମୁଖ୍ୟମନ୍ତ୍ରୀ ଡ.ମୋହନ ଯାଦବ ଶୁକ୍ରବାର ବିଳମ୍ବିତ ରାତିରେ ନିଜ ସରକାରୀ ବାସଭବନରେ ଜରୁରୀ ବୈଠକ ଡାକିଥିଲେ । ବୈଠକରେ ୟୁନିୟନ କାର୍ବାଇଡର ଆବର୍ଜନାର ପରିବହନ ଏବଂ ପିଥମପୁର ନିକଟ ନିଷ୍ପାଦନ କରାଯିବା ସଂପର୍କରେ ବରିଷ୍ଠ ଜନପ୍ରତିନିଧି ଓ ଶୀର୍ଷ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସହ ବିଧିବଧାନରେ ବିଚାର-ବିମର୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀ ଡ.ଯାଦବ କହିଛନ୍ତି ଯେ ରାଜ୍ୟ ସରକାର ଲୋକଙ୍କ ସହ ଦୃଢତାର ସହ ଠିଆ ହୋଇଛନ୍ତି । ଲୋକର କୌଣସି ପ୍ରକାରେ ଅହିତ ହେଉ, ଏହା ବିଲକୁଲ ବରାଦସ୍ତ କରାଯିବ । ନ୍ୟାୟଳୟ ସମ୍ମୁଖରେ ଏହି ପ୍ରସଙ୍ଗ ରଖାଯିବ ଏବଂ ତାଙ୍କ ନିର୍ଦ୍ଦେଶରେ ହିଁ ଆଗକୁ ବଢିବେ ।
Related Stories
January 6, 2025