ଭୁବନେଶ୍ୱର– ଜିନ୍ନତ ବର୍ତ୍ତମାନ ସୁସ୍ଥ ଅଛି। ଜଳକ୍ରୀଡା କରୁଛି। ଖାଦ୍ୟ ଆହରଣ ବି କରୁଛି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂହ ଖୁଣ୍ଟିଆ । ଚହଲା ଏନକ୍ଲୋଜରରେ ଅଛି। ଶିମିଳିପାଳର ଦକ୍ଷିଣ ଭାଗରେ ଛଡ଼ାଯିବ। ଯମୁନା ବି ସେଠାରେ ରହୁଛି। ଖୁବ ଶୀଘ୍ର ଆଉ ତିନି ମହା ବଳ ବାଘ ଆସିବେ ଓଡିଶା। ଏନେଇ ବିଚାର ବିମର୍ଶ ଚାଲିଛି। ସେମାନଙ୍କୁ ଡେବ୍ରିଗଡ ଅଭୟାରଣ୍ୟରେ ଛଡ଼ା ଯିବ। 5 ମହାବଳବାଘ ଭିତରୁ ଯମୁନା ଓ ଜିନ୍ନତ ଆସିସାରିଛନ୍ତି। ଏ ଦୁଇ ମହାବଳ ବାଘ ସମ୍ପୂର୍ଣ୍ଣ ଖାପ୍ ଖୁଆଇଲା ପରେ ଆଉ ତିନି ମହା ବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେବେ।
Related Stories
January 6, 2025