ଭୁବନେଶ୍ୱର– ପର୍ଯ୍ୟଟନ ସ୍ଥଳୀରୁ ପର୍ଯ୍ୟଟନ ସ୍ଥଳୀକୁ ଗଡିବ ହପ୍ ଅନ୍ ହପ୍ ଅଫ୍ ବସ୍ । କ୍ରୁଟ କରିଛି ଏଭଳି ବସ। ପ୍ରଥମ ସ୍ତରରେ ୫ଟି ବସ ପଂହଁଚିଛି। ପ୍ରବାସୀ ଭାରତୀୟ ସମ୍ମିଳନୀରେ ଏହା ଆଗ ଗଡିବ। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରାର ଛାପ ଏହି ବସରେ ଦେଖିବାକୁ ମିଳିଛି। ୩୩ଟି ସିଟ ବିଶିଷ୍ଟ ଏହି ବସରେ ପ୍ରବାସୀ ଭାରତୀୟଙ୍କୁ ଆରାମ ଦାୟକ ଯାତ୍ରା ରହିବ। ପରେ ଏହା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ରହିବ।
Related Stories
January 6, 2025