ପୁରୀ– ଆସନ୍ତା କାଲି ଠାରୁ ରୂପାଛାଉଣିରେ ଝଲସିବ ପତିତପାବନ ମନ୍ଦିର । ଇତିମଧ୍ୟରେ ସରିଛି ସିଂହଦ୍ୱାର ଗୁମୁଟରେ ରହିଥିବା ପତିତପାବନ ମନ୍ଦିରର ରୂପାଛାଉଣି କାର୍ଯ୍ୟ । ଶେଷ ପର୍ଯ୍ୟାୟରେ ପହଂଚିଛି ଗୁମୁଟର ଖିଲଣ ଓ ମଣିବନ୍ଧର ରୂପାଛାଉଣି କାର୍ଯ୍ୟ । ଗୁମୁଟ ଦେଇ ବାଇଶି ପାହାଚକୁ ଯିବାବେଳେ ଶ୍ରଦ୍ଧାଳୁ ମାନେ ଏହି ସୂନ୍ଦର କାରୁକାର୍ଯ୍ୟ ଦେଖିବାକୁ ପାଇବେ । ଏହା ସହ ଶ୍ରୀମନ୍ଦିର ବାହାରୁ ଯେଉଁମାନେ ପତିତପାବନଙ୍କ ଦର୍ଶନ କରୁଛନ୍ତି ସେମାନେ ମଧ୍ୟ ନୂଆବର୍ଷରୁ ରୂପାଛାଉଣି କାରୁକାର୍ଯ୍ୟ ଦେଖିପାରିବେ ।
Related Stories
January 5, 2025