ଭୁବନେଶ୍ୱର,ଚାଷୀ ଙ୍କୁ ତାଙ୍କ ପ୍ରାପ୍ୟ ସରକାର ଦେଇ ଦିଅନ୍ତୁ କେହି ବି ରାଜନୀତି କରିବେ ନାହିଁ ବୋଲି କହିଛନ୍ତି ବିଜେଡି ନେତା ସୁଧୀର ସାମଲ ।
ସେ କହିଛନ୍ତି, ବର୍ଷା ଅଚାନକ ହେବା ରୁ ଧାନ ଫସଲ ବ୍ୟାପକ ନଷ୍ଟ ହୋଇଛି । ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା କୁ ଯାଇ ସ୍ଥିତି ପରଖୁଛନ୍ତି । ଆମର ମଧ୍ୟ ବିରୋଧୀ ଦଳ ନେତା ଦୁଇ ତିନୋଟି ସ୍ଥାନକୁ ଯାଇ କି ଚାଷୀ ଙ୍କ ସହ କଥା ହେବେ । ସରକାର ତାଙ୍କ କାମ କରୁଛନ୍ତି ବିରୋଧୀ ଦଳ ଭାବେ ଆମେ ଆମ କାମ କରୁଛୁ । ଚାଷୀ ଙ୍କୁ ନେଇ କୌଣସି ବି ରାଜନୈତିକ ଦଳ ରାଜନୀତି କରିବା ଠିକ ନୁହେଁ । ସରକାର ଚାଷୀ ଙ୍କ ଠୁ ଏକର ପିଛା ଯେତିକି ଧାନ କିଣିବେ ବୋଲି କହିଥିଲେ ସେହି ଅନୁଯାୟୀ ୩୧୦୦ ଟଙ୍କା ଲେଖାଏଁ ମୂଲ୍ୟ ର ସହାୟତା ଦିଅନ୍ତୁ । ତେବେ ଯାଇ ଚାଷୀ ଙ୍କୁ ଉଚିତ ନ୍ୟାୟ ମିଳିଲା ବୋଲି ବିଜେଡି ଭାବିବ ।
Related Stories
December 31, 2024