ଭୁବନେଶ୍ୱର– ମଦ ଦରବୃଦ୍ଧିକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରାଇସ ଫିକ୍ସେସନ କମିଟି ରିପୋର୍ଟ ଆସିଛି ।ସରକାର ନିଷ୍ପତ୍ତି ନେବେ । ଦର ବୃଦ୍ଧି ପାଇଁ ପ୍ରାଇସ ଫିକ୍ସେସନ କମିଟି ଥାଏ । ସମସ୍ତ ଷ୍ଟେକ ହୋଲଡରଙ୍କ ସହ ଆଲୋଚନ କରି ଏହି କମିଟି ନିଷ୍ପତ୍ତି ନିଏ । 3 ଦିନ ତଳେ ଏହି କମିଟି ବସିଥିଲା ନିଷ୍ପତ୍ତି ଆସିଛି । ସରକାର ତା ଉପରେ ବିଚାର କରିବେ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।
Related Stories
December 28, 2024