ଭୁବନେଶ୍ୱର, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ ବ୍ୟବସ୍ଥାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଛି । ହେଲେ କଣ ଭଲ ହୋଇ ପାରିବ, ସେ ନେଇ ତର୍ଜମା ଚାଲିଛି । ସବୁ ସ୍କୁଲରେ ଫେଲ ବ୍ୟବସ୍ଥା ରହିବ କି ନାହିଁ, ସେ ନେଇ ଆଲୋଚନା ଚାଲିଛି । ତେବେ ଫେଲ ବ୍ୟବସ୍ଥା ରହିବା କଥା । କାରଣ ପିଲାମାନଙ୍କ ଭିତରେ ଶିକ୍ଷାରେ ସଂସାର ଆସିବ, ସେ ଦିଗରେ ଅଧିକ ତର୍ଜମା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Related Stories
December 28, 2024