
ଭୁବନେଶ୍ୱର,ରାଜଧାନୀ ଭୁବନେଶ୍ୱର ର ବରିଷ୍ଠ ଅର୍ଥନୀତି ସମୀକ୍ଷକ ତଥା ଆଇନୀଜୀବୀ ସି.ଏ. ରମେଶ କେଜ୍ରିୱାଲ ଙ୍କ ପୁତ୍ର ଚିରାଗ କେଜ୍ରିୱାଲ ଚାଟାର୍ଡ଼ ଆକାଉଣ୍ଟ ରେ ସଫଳତା ପ୍ରାପ୍ତ କରିଛନ୍ତି. ସର୍ବ୍ୟ ଭାରତୀୟ ସ୍ତର ରେ ଗତ କାଲି ଫଳାଫଳ ଘୋଷଣା ପରେ ଜଣା ପଡିଥିଲା କି ଶ୍ରୀ କେଜ୍ରିୱାଲ ଚାଟାର୍ଡ଼ ଆକାଉଣ୍ଟ ରେ କୃତକାର୍ଯ୍ୟ ହୋଇଛନ୍ତି I ଶ୍ରୀ କେଜ୍ରିୱାଲ ଙ୍କର ବଲାଙ୍ଗୀର ଟିଟିଲାଗଡ଼ ର ଜଣା ଶୁଣା ପରିବାର ଘନଶ୍ୟାମ ଦାସ ଓ ଲଚ୍ଛାମନଦାସ କେଜ୍ରିୱାଲ ଙ୍କ ପରିବାର ରେ ଜନ୍ମ ସେ ଭୁବବନେଶ୍ୱର ସାଇ ଇଣ୍ଟେର୍ନେସେନାଲ ସ୍କୁଲ ରେ ତାଙ୍କର ଶିକ୍ଷା ଆରମ୍ଭ କରି କଲିକତା ରେ ସି.ଏ. ଅଧୟନ କରି ସଫଳତା ପାଇଛନ୍ତି I ଏହି ସଫଳତା ପରେ ସି.ଏ. କେଜ୍ରିୱାଲ ଙ୍କୁ ସମାଜ ର ମାନ୍ୟ ଗନ୍ୟ ବେକ୍ତି ସାଧୁବାଦ ଜଣାଇଛନ୍ତି I ଓଡିଶା ର ବିଭିନ୍ନ ପ୍ରାନ୍ତ ରୁ ଏବଂ ରାଜଧାନୀ ର ବୁଦ୍ଧିଜୀବୀ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି।