ଗଞାମ– ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଲାରିଗଡ ନିସ୍ତିପୁର ଜଙ୍ଗଲ ନିକଟ ଏକ ଗଛରୁ ଜଣେ ପୁରୁଷ ଏବଂ ଆଉ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରି ଘଟଣାର ତଦନ୍ତ କରୁଛି। କିଛି ଦିନ ପୂର୍ବରୁ ଉଭୟ ମୃତକ ନିଖୋଜ ହୋଇଯାଇଥିବା ଘଟଣା ପାଟପୁର ପୁଲିସ ଥାନାରେ ଅଭିଯୋଗ ହୋଇଥିଵା ଜଣାପଡ଼ିଛି।