ଭୁବନେଶ୍ୱର– ବାବା ସାହେବ ଆମ୍ବେଦକରଙ୍କ ବିରୋଧରେ ଗୃହମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛି ଯୁବ କଂଗ୍ରେସ । ଯୁବ କଂଗ୍ରେସ ତରଫରୁ ବିକ୍ଷୋଭ ପଦଯାତ୍ରା ପ୍ରଦର୍ଶନ କରାଯାଇଛି । ଏହି ପଦଯାତ୍ରାରେ କଂଗ୍ରେସ ନେତା ଓ କର୍ମୀ ଏକାସାଙ୍ଗରେ କଂଗ୍ରେସ ଭବନରୁ ବାହାରି ଏଜି ଛକରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲେ । ତୁରନ୍ତ ଗୃହମନ୍ତ୍ରୀ ଅମିତ ଶାହା କ୍ଷମା ପ୍ରାର୍ଥନା କରିବା ଶାହା ଇସ୍ତଫା ନ ଦେଲେ ଆଗାମୀ ଦିନରେ ସାର ରାଜ୍ୟବ୍ୟାପି ଆନ୍ଦୋଳନ ଜୋରଦାର କରିବ ଯୁବ କଂଗ୍ରେସ ବୋଲି ଚେତାବନୀ ଦେଇଛନ୍ତି ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ । ଏହା ସହ ଅମିତ ଶାହାଙ୍କ ଓଡିଶା ଗସ୍ତକୁ ମଧ୍ୟ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ ।
Related Stories
December 22, 2024