ଭୁବନେଶ୍ୱର– ଭଦ୍ରକରେ ବୟନ ପାର୍କ ସ୍ଥାପିତ ହେବ । ଏଥିପାଇଁ 4,382 କୋଟି ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍ର ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ୍ ମିଡିଆ ଏକ୍ସଯୋଗେ ସୂଚନା ଦେଇଛନ୍ତି । ବୟନ ପାର୍କ ପ୍ରତିଷ୍ଠା ନେଇ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରୀ, ଇଣ୍ଡିଆନ୍ ଅଏଲ୍ଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି
Related Stories
December 22, 2024