ଭୁବନେଶ୍ୱର– ସରକାରଙ୍କ ଶିମିଳିପାଳ ସୁରକ୍ଷା ଚିନ୍ତା । ଶିମିଳିପାଳ ସୁରକ୍ଷା ପାଇଁ ମୁତୟନ ହେବେ ଗୋଟିଏ କମ୍ପାନୀ ଆର୍ମ ପୋଲିସ ଫୋର୍ସ । ଏଜିଙ୍କୁ ଚିଠି ଲେଖିଲେ ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ । ମୟୁରଭଞ୍ଜରେ 131 ପଦବୀ ସୃଷ୍ଟି ସହ ରାଜ୍ୟପାଳଙ୍କ ମଞ୍ଜୁରୀ ପାଇଁ ଅନୁରୋଧ କରିଛନ୍ତି । ଏହି ନୂଆ ଆର୍ମ ଫୋର୍ସରେ ଜଣେ ଆସିଷ୍ଟାଣ୍ଡ କମାଣ୍ଡଡେଣ୍ଟ, ଜଣେ ଇନ୍ସପେକ୍ଟର, 3 ସବ ଇନସପେକ୍ଟର, 3 ଜଣ ଏଏସଆଇ ସହ ହାବିଲଦାର ଓ ଡ୍ରାଇଭର ରହିବେ ।
Related Stories
December 22, 2024