ଭୁବନେଶ୍ୱର – ଦରଦାମ ବୃଦ୍ଧିକୁ ବିରୋଧ କରି ଜାନୁଆରୀ ମାସରେ ବିଜେଡିର ଆନ୍ଦୋଳନ ଡ଼ାକରା ଉପରେ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବିରୋଧୀ ଦଳଙ୍କ କାମ ଆନ୍ଦୋଳନ କରିବା । ଗଣତାନ୍ତ୍ରିକ ରାଷ୍ଟ୍ରରେ ଯିଏ ଚାହିଁବେ ଆନ୍ଦୋଳନ କରିପାରିବେ । ଦରଦାମ ନିୟନ୍ତ୍ରଣରେ ଅଛି ବୋଲି ମନ୍ତ୍ରୀ କହିଛନ୍ତି ।
Related Stories
December 22, 2024