ଭୁବନେଶ୍ୱର – ଆଜି ବିଭାଗୀୟ ସ୍ଥାୟୀ କମିଟି-୭ଙ୍କର ଏକାଦଶ ବୈଠକ ବିଧାୟକ ଶ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି ।
ବିଧାନସଭାସ୍ଥିତ ପ୍ରକୋÂ ନଂ-୫୫ରେ ଅନୁÂିତ ଏହି ବୈଠକରେ ସଭ୍ୟମାନଙ୍କ ମଧ୍ୟରେ ପ୍ରାଥମିକ ଆଲୋଚନା ପରେ ଯୋଜନା ଓ ସଂଯୋଜନ ବିଭାଗ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ଏହି ବୈଠକରେ କମିଟିର ସଭ୍ୟଙ୍କ ସମେତ ଯୋଜନା ଓ ସଂଯୋଜନ ବିଭାଗର ବରିÂ ପଦାଧିକାରୀ ଏବଂ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।