ଭୁବନେଶ୍ୱର– ଦାମୀ ଗାଡିରୁ 10ଲକ୍ଷ ଟଙ୍କା ସିବିଆଇ ଜବତ ମାମଲା । ବ୍ରିଜ ଆଣ୍ଡ ରୁଫ ଇଣ୍ଡିଆ ଲିମିଟେଡର ତିନି କର୍ମଚାରୀ ସିବିଆଇରେ ହାଜର ହୋଇଛନ୍ତି । କିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ନେଇ ସିବିଆଇ ତାଙ୍କୁ ପଚାରୁଥିବା ସୂଚନା ମିଳିଛି ।
Related Stories
January 8, 2025