ଭୁବନେଶ୍ୱର– ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେଉଛି ସମୀକ୍ଷା ବୈଠକ । 4ଟି ମେଗା ରାସ୍ତା ପ୍ରକଳ୍ପ, 3ଟି ସେତୁ ପ୍ରକଳ୍ପ ଏବଂ 5ଟି ଭିତ୍ତିଭୂମି ପ୍ରକଳ୍ପର ବିଭାଗୀୟ ଅଧିକାରୀ ଏବଂ ଏଜେନ୍ସିଙ୍କ ଉପସ୍ଥିତିରେ ହେଉଛି ସମୀକ୍ଷା । ସୋନପୁର – ଡୁଙ୍ଗୁରିପାଲି, ମାର୍ଶାଘାଇ – ଜମ୍ବୁ, ବ୍ରହ୍ମପୁର ରିଙ୍ଗ ରୋଡ଼ ଓ କଟକର ଖାନନଗର ଠାରୁ ଲିଙ୍କ ରୋଡ଼ ପର୍ଯ୍ୟନ୍ତ ରିଙ୍ଗ ରୋଡ଼ର 6 ଲେନିଂ ରାସ୍ତା ପ୍ରକଳ୍ପର ସମୀକ୍ଷା ହେଉଛି ।
Related Stories
January 8, 2025