ଭୁବନେଶ୍ୱର– ଶ୍ରମ ବିଭାଗର ସମୀକ୍ଷା କରିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଶ୍ରମିକ ମାନଙ୍କ ସୁରକ୍ଷା, ସର୍ବନିମ୍ନ ମଜୁରୀ, ଦାଦନ ଶ୍ରମିକଙ୍କ ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ସେମାନଙ୍କ କଲ୍ୟାଣ ପାଇଁ ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ନେଇ ଅନୁଧ୍ୟାନ କରୁଛନ୍ତି ମନ୍ତ୍ରୀ । ଜିଲ୍ଲା ସ୍ତରରେ ଥିବା ପ୍ରଭାଗୀୟ ଶ୍ରମ ଆୟୁକ୍ତ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହା ସହ ବିଭିନ୍ନ ବିଭାଗ ସହ ସମନ୍ଵୟ କରି ଖାଲି ଥିବା ପଦବୀ ପୂରଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
Related Stories
January 8, 2025