ଲକ୍ଷ୍ନୌ– ଭଜନଲାଲ ଶର୍ମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏକ୍ସ ହ୍ୟାଣ୍ଡେଲରେ ଯୋଗୀ କହିଛନ୍ତି ଯେ, ରାଜସ୍ଥାନର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନଲାଲ ଶର୍ମାଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ପ୍ରଭୁ ଶ୍ରୀ ରାମଙ୍କ କୃପାରୁ ଆପଣଙ୍କୁ ଉତମ ସ୍ୱାସ୍ଥ୍ୟ, ସୁଦୀର୍ଘ ଓ ସୁଯଶପୂର୍ଣ୍ଣ ଜୀବନ ମିଳୁ । ଆପଣଙ୍କ ଯଶସ୍ୱୀ ନେତୃତ୍ୱରେ ରାଜସ୍ଥାନ ପ୍ରତିଦିନ ବିକାଶର ନୂଆ ଶିଖରକୁ ସ୍ପର୍ଶ କରୁ, ଏହାହିଁ କାମନା କରୁଛି ।
Related Stories
December 27, 2024
December 27, 2024