ଭୁବନେଶ୍ୱର– ଆଗାମୀ ୩ ଦିନ ପାଇଁ ଓଡ଼ିଶାର ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ତା ପରଦିନ ଠାରୁ ସର୍ବନିମ୍ନ ତାପମାତ୍ରାେରେ ୩ରୁ ୫ ଡ଼ିଗ୍ରୀ ବୃଦ୍ଧିପାଇବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
Related Stories
December 26, 2024