ଭୁବନେଶ୍ୱର– ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ପ୍ରସନ୍ନ ଆଚାର୍ଯ୍ୟ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅପ୍ରାସଙ୍ଗିକ । ସରକାର ଭିତରେ ସାମଞ୍ଜସ୍ୟ ରହିଛି । ରାଜ୍ୟପାଳଙ୍କ ସହିତ ତାଳମେଳ ଅଛି । ବିଧାନସଭାରେ କୌଣସି ବିଜିନେସ ନ ଥିବାରୁ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ବିରୋଧୀ ଦଳ ନେତା ଆଲୋଚନ କରି ଗୃହକୁ ବନ୍ଦ କରିଛନ୍ତି । ଯେଉଁ ବିଲ୍ କଥା କହୁଛନ୍ତି ତାହା ଆଗାମୀ ଅଧିବେଶନରେ ଆସିପାରିବ ବୋଲି କହିଛନ୍ତି ଅଶୋକ ମହାନ୍ତି ।
Related Stories
December 12, 2024